ଭୁବନେଶ୍ୱର: ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ତାପମାତ୍ରା ଅନୁଭୂତ ହେଉଛି | ରେକର୍ଡ ହୋଇଥିବା ତାପମାତ୍ରା ମୁତାବକ ଚାନ୍ଦବାଲିରେ ୩୯.୬° ସେଲ୍ସିୟସ, ଭୁବନେଶ୍ୱରରେ ୩୯.୪°ସେଲ୍ସିୟସ, ଝାରସୁଗୁଡାରେ ୩୯°ସେଲ୍ସିୟସ, ବାଲେଶ୍ୱରରେ ୩୮.୫°ସେଲ୍ସିୟସ, ସମ୍ବଲପୁରରେ ୩୮.୫°ସେଲ୍ସିୟସ, ହୀରାକୁଦରେ ୩୮.୫°ସେଲ୍ସିୟସ, କେନ୍ଦୁଝରରେ ୩୭.୮°ସେଲ୍ସିୟସ, ରାଉରକେଲାରେ ୩୮.୧°ସେଲ୍ସିୟସ, ପୁରୀରେ ୩୩.୫°ସେଲ୍ସିୟସ, ପାରାଦୀପରେ ୩୩.୧°ସେଲ୍ସିୟସ, ଗୋପାଳପୁରରେ ୩୧.୮°ସେଲ୍ସିୟସ, ବାଲେଶ୍ୱରରେ ୩୭.୬°ସେଲ୍ସିୟସ, ଚାନ୍ଦବାଲିରେ ୩୭.୨°ସେଲ୍ସିୟସ, ଝାରସୁଗୁଡାରେ ୩୭.୨°ସେଲ୍ସିୟସ, ଭୁବନେଶ୍ୱରରେ ୩୬.୬°ସେଲ୍ସିୟସ, ହୀରାକୁଦରେ ୩୬°ସେଲ୍ସିୟସ, କେନ୍ଦୁଝରରେ ୩୫.୮°ସେଲ୍ସିୟସ, ସମ୍ବଲପୁରରେ ୩୫.୮°ସେଲ୍ସିୟସ, ରାଉରକେଲାରେ ୩୫.୬°ସେଲ୍ସିୟସ, ପୁରୀରେ ୩୨.୪°ସେଲ୍ସିୟସ, ପାରାଦୀପରେ ୩୧.୬°ସେଲ୍ସିୟସ, ଗୋପାଳପୁରରେ ୩୧.୨°ସେଲ୍ସିୟସ ରେକର୍ଡ କରାଯାଇଛି |
Related Posts
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠିକଣା ପାଲଟିଲା ଜେଲ ନମ୍ବର ୨ର କଏଦୀ
ନୂଆଦିଲ୍ଲୀ: ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ପରେ ଏବେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବି ତିହାଡ଼ ଜେଲରେ ପହଞ୍ଚି ଯାଇଛନ୍ତି। ସୋମବାର…
ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଥିଲା। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜୋଳନ ପରେ ବନ୍ଦେ ଉତ୍କଳ ଜନନୀ ଏବଂ ତୁଙ୍ଗ ଶିଖରୀ…
ପାକିସ୍ତାନକୁ ଚୀନ୍ର ନାଲି ଆଖି: ଆମ ଲୋକଙ୍କ ସୁରକ୍ଷା ଆମକୁ କରିବାକୁ ଦିଅ
ବେଜିଂ: ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ…