ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଛି ଏତିକି ତାପମାତ୍ରା

ଭୁବନେଶ୍ୱର: ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ତାପମାତ୍ରା ଅନୁଭୂତ ହେଉଛି | ରେକର୍ଡ ହୋଇଥିବା ତାପମାତ୍ରା ମୁତାବକ ଚାନ୍ଦବାଲିରେ ୩୯.୬° ସେଲ୍ସିୟସ, ଭୁବନେଶ୍ୱରରେ ୩୯.୪°ସେଲ୍ସିୟସ, ଝାରସୁଗୁଡାରେ ୩୯°ସେଲ୍ସିୟସ, ବାଲେଶ୍ୱରରେ ୩୮.୫°ସେଲ୍ସିୟସ, ସମ୍ବଲପୁରରେ ୩୮.୫°ସେଲ୍ସିୟସ, ହୀରାକୁଦରେ ୩୮.୫°ସେଲ୍ସିୟସ, କେନ୍ଦୁଝରରେ ୩୭.୮°ସେଲ୍ସିୟସ, ରାଉରକେଲାରେ ୩୮.୧°ସେଲ୍ସିୟସ, ପୁରୀରେ ୩୩.୫°ସେଲ୍ସିୟସ, ପାରାଦୀପରେ ୩୩.୧°ସେଲ୍ସିୟସ, ଗୋପାଳପୁରରେ ୩୧.୮°ସେଲ୍ସିୟସ, ବାଲେଶ୍ୱରରେ ୩୭.୬°ସେଲ୍ସିୟସ, ଚାନ୍ଦବାଲିରେ ୩୭.୨°ସେଲ୍ସିୟସ, ଝାରସୁଗୁଡାରେ ୩୭.୨°ସେଲ୍ସିୟସ, ଭୁବନେଶ୍ୱରରେ ୩୬.୬°ସେଲ୍ସିୟସ, ହୀରାକୁଦରେ ୩୬°ସେଲ୍ସିୟସ, କେନ୍ଦୁଝରରେ ୩୫.୮°ସେଲ୍ସିୟସ, ସମ୍ବଲପୁରରେ ୩୫.୮°ସେଲ୍ସିୟସ, ରାଉରକେଲାରେ ୩୫.୬°ସେଲ୍ସିୟସ, ପୁରୀରେ ୩୨.୪°ସେଲ୍ସିୟସ, ପାରାଦୀପରେ ୩୧.୬°ସେଲ୍ସିୟସ, ଗୋପାଳପୁରରେ ୩୧.୨°ସେଲ୍ସିୟସ ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *