ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥ#ଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ…

କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ ସାମ୍ନାକୁ ଆସିଛି । ମାରୁତି ସୁଜୁକି ତାଲିକାରେ ସର୍ବ ପ୍ରଥମେ ରହିଛି । ହ୍ୟୁଣ୍ଡାଇ କମ୍ପାନୀର…

କଂଗ୍ରେସ ଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବ ନାହିଁ ଆୟକର ବିଭାଗ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସ ପାଇଁ ଆୟକର ବିଭାଗ ସୋମବାର ସୁପ୍ରିମକୋର୍ଟଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ କହିଛି ଯେ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଦେଶ ପାଇଁ ଭଲ ନୁହେଁ – କେଜ୍ରିୱାଲ

ଡେସ୍କ: ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବା…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଥିଲା। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜୋଳନ ପରେ ବନ୍ଦେ ଉତ୍କଳ ଜନନୀ ଏବଂ ତୁଙ୍ଗ ଶିଖରୀ…

ପନ୍ତ ଚମକରେ ଚେନ୍ନାଇ ଚିତ୍

ବିଶାଖାପାଟଣା: ଅଧିନାୟକ ଋଷଭ ପନ୍ତଙ୍କ ପ୍ରତୀକ୍ଷିତ ଅର୍ଦ୍ଧଶତକ ସହ ଶେଷ ଓଭରଗୁଡ଼ିକରେ ବୋଲର୍‌ ସଫଳତାର ସହ ଧୋନି ଧମାକାକୁ ପ୍ରତିହତ କରି ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ମ୍ୟାଚ୍‌ରୁ…

ପାକିସ୍ତାନକୁ ଚୀନ୍‌ର ନାଲି ଆଖି: ଆମ ଲୋକଙ୍କ ସୁରକ୍ଷା ଆମକୁ କରିବାକୁ ଦିଅ

ବେଜିଂ: ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ…

ମୁଖତାର ଅନସାରୀ ରହୁଥିବା ବାନ୍ଦା ଜେଲ ଅଧୀକ୍ଷକଙ୍କୁ ହତ୍ୟା ଧମକ

ବାନ୍ଦା: କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ମୃତ୍ୟୁପରେ ବି ବିବାଦ ଥମିବାର ନାଁ ଧରୁନାହିଁ । ଏବେ ବାନ୍ଦା ଡିଭିଜନାଲ ଜେଲରେ କାର୍ଯ୍ୟରତ ବରିଷ୍ଠ ଜେଲ…

ଦିନେଶଙ୍କ ଲଜ୍ଜାଜନକ ରେକର୍ଡର ସମକ୍ଷକ ହେଲେ ରୋହିତ

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ବ୍ୟାଟ୍ସମ୍ୟାନ୍ ମାନେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍)ର ବୋଲରଙ୍କ ସାମ୍ନା ନ କରି ପାରି ଧରାଶାୟୀ…